ଆଲ୍‌ବମ୍‌ରେ ଅଭିନୟ ନାଁରେ ଦୁଷ୍କର୍ମ : ୮ ମାସ କାଳ ଦେହ ବ୍ୟବସାୟରେ ଲଗାଇଥିଲା ଦୁବୁର୍ତ୍ତ

ଅଶ୍ଳୀଳ ଭିଡିଓ ତିଆରି କରି ବ୍ଲାକ୍‌ମେଲ୍‌ ଭୁବନେଶ୍ୱର : ଆଲ୍‌ବମ୍‌ରେ ଅଭିନୟ ସୁଯୋଗ ଦେବା ବାହାନାରେ ଦୁଷ୍କର୍ମ କରିବା, ଜବରଦସ୍ତ ଦେହ ବ୍ୟବସାୟରେ ଲିପ୍ତ କରାଇବା, ଅଶ୍ଳୀଳ ଭିଡିଓ କରି ବ୍ଲାକ୍‌ମେଲ୍ କରିବା ଓ ଶେଷରେ ଅପହରଣ କରିବା ଭଳି ସଂଗିନ୍ ଅଭିଯୋଗ ନେଇ ଶୁକ୍ରବାର ଦିନ ପୀଡ଼ିତା ମହିଳା କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। କନ୍ଧମାଳ ଓ ଭୁବନେଶ୍ବର ପୁଲିସଠାରୁ ନ୍ୟାୟ ପାଇବା ଆଶା ହରାଇବା ପରେ ସେ ମହିଳା … Continue reading ଆଲ୍‌ବମ୍‌ରେ ଅଭିନୟ ନାଁରେ ଦୁଷ୍କର୍ମ : ୮ ମାସ କାଳ ଦେହ ବ୍ୟବସାୟରେ ଲଗାଇଥିଲା ଦୁବୁର୍ତ୍ତ